Random Video

ବିତୃଷ୍ଣା ନା ଆତ୍ମପ୍ରଚାର?- THE Quiver

2022-06-02 1 Dailymotion

ବିବାହ, ଏକ ପବିତ୍ର ବନ୍ଧନ । ପ୍ରତେକ ପୁଅ ଏବଂ ଝିଅ ନିଜ ବିବାହକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ଖାସ୍ କରି ଝିଅମାନେ ନବବଧୂ ବେଶରେ ସଜେଇ ହୋଇ ନିଜ ଜୀବନସାଥୀଙ୍କ ସହ ସୁଖଦୁଃଖରେ ଜୀବନବିତାଇବା ପାଇଁ ଇଚ୍ଛା କରିଥାନ୍ତି । କିନ୍ତୁ ମଣ୍ଡପ ସଜାହେବ, ହୋମ ନିଆଁ ଜଳିବ, ୭ ଫେରା ନେବେ କିନ୍ତୁ ପାଖରେ ସିନ୍ଦୁର ପିନ୍ଧାଇବାକୁ ନଥିବ ବର । ଏଭଳି ଏକ ନିଆରା ବିବାହ କରିବାକୁ ଯାଉଛନ୍ତି ଗୁଜୁରାଟର ଝିଅ କ୍ଷମା ବିନ୍ଦୁ ।
#thequiver #latestnews #updatenews #solomrg #gujurat #khymabindu #updatenews #marriage