Random Video

ସମ୍ପୂର୍ଣ୍ଣ ସ୍ୱଚ୍ଛ ନୁହଁନ୍ତି ନବୀନ- THE Quiver

2022-06-07 1 Dailymotion

ନବୀନ ତାଙ୍କ କୁର୍ତ୍ତାରୁ ଧୂଳି ଝାଡ଼ିଲେ । ହେଲେ ସମ୍ପୂର୍ଣ୍ଣ ଝଡ଼ିଲାନି । ଆଜି ବି କିଛି କିଛି ଧୂଳି ଲାଗିଛି । ଯାଜପୁର, ଝାରସୁଗୁଡ଼ା ଓ ଗଞ୍ଜାମ । ଏହି ୩ଟି ଜିଲ୍ଲାର ମଳଛିଆ ମନ୍ତ୍ରୀଙ୍କୁ ପୁଣି ନବୀନ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ରଖିଛନ୍ତି । ଯଦିଓ ପୂର୍ବରୁ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଭଳି କିଛି ଦାଗୀ ମନ୍ତ୍ରୀଙ୍କୁ ତଡ଼ିଛନ୍ତି । କିନ୍ତୁ ଏ ୩ ମଳିଛିଆଙ୍କୁ ରଖିଲେ କାହିଁକି? ଏମାନଙ୍କୁ ରଖିବା ପଛରେ କାରଣ କ’ଣ? ଦେଖନ୍ତୁ ଏହି ରିପୋର୍ଟ...
#thequiver #latestnews #naveenministerchange Naba Kishore Das Fan Club Pramila Mallik Bikram Keshari Arukha #odishanews Naveen Patnaik