Random Video

ମୈଦନକୁ ଓହ୍ଲାଇଲେ ନବୀନ, ଦରବୃଦ୍ଧି ବିରୋଧରେ ଗର୍ଜିଲା BJD

2025-01-06 1 Dailymotion

୨୫ ବର୍ଷ ପରେ ଆନ୍ଦୋଳନକୁ ଓହ୍ଲାଇଲେ ନବୀନ । କହିଲେ ଚାଷୀ ମହିଳା କାନ୍ଦୁଛନ୍ତି, ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ।