Random Video

ପୋଲିସ ଇନଫରମରଙ୍କୁ ବୀଭତ୍ସ ହତ୍ୟା, ରାଜଧାନୀ ରାଜରାସ୍ତାରୁ ମିଳିଲା ରକ୍ତାକ୍ତ ମୃତଦେହ

2025-01-08 0 Dailymotion

ମଞ୍ଚେଶ୍ବର ଥାନା ରସୁଲଗଡ ଛକରେ ଘଟିଛି ହତ୍ୟାକାଣ୍ଡ। ତାହା ପୁଣି ଜଣେ ପୋଲିସ ମିତ୍ରଙ୍କୁ। ନିଜ ବାଇକରେ ଯାଉଥିବାବେଳେ ବିଭତ୍ସ ହତ୍ୟା କରିଛନ୍ତି ଦୁର୍ବୃତ୍ତ।