Random Video

ବେଆଇନ ବାଲିଚାଲାଣ ଗାଡିକୁ ରେଡ ହ୍ୟାଣ୍ଡରେ ଧରିଲେ ଖଣିମନ୍ତ୍ରୀ

2025-01-14 2 Dailymotion

ମହାନଦୀରୁ ବେଆଇନ ଚୋରା ବାଲି ଚାଲାଣ ବେଳେ ବାଲି ବୋଝେଇ ଗାଡିକୁ ଧରିଲେ ଖଣି ମନ୍ତ୍ରୀ । ନକଲି କାଗଜ ପତ୍ର ଦ୍ବାରା ହାଇଓ୍ବା ଗାଡିରେ ବାଲି ଚୋରା ଚାଲାଣ ହେଉଥିଲା ।