ବିଜେପି ରାଜ୍ୟ ସଭାପତି କୁ ନେଇ ଦିଲ୍ଲୀ ରେ ରାଜ୍ୟ ନେତାଙ୍କ ବଡ଼ ବୈଠକ। କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ । ସେଥିପାଇଁ ଦିଲ୍ଲୀରେ ରାଜ୍ୟ ବିଜେପିର ମାନସ ମନ୍ଥନ ଚାଲିଛି
ବାଇଟ ) ସୁକାନ୍ତ ପାଣିଗ୍ରାହୀ , ସାଂସଦ , ବିଜେପି ରାଜ୍ୟ ନିର୍ବାଚନ ସହ ରିଟନିଂ ଅଫିସର ବାଇଟ) କୁସୁମ ଟେଟେ, ବିଜେପି ପୂର୍ବତନ ବିଧାୟକ