Random Video

ଜେଲରୁ ମୁକ୍ତ ହେଲେ ଘରୁ ବହୁ ଦୂରରେ, ଠିକଣା ହଜାଇଥିବା ଜଣେ ବନ୍ଦୀଙ୍କ କରୁଣ କାହାଣୀ...

2025-01-15 0 Dailymotion

ଜେଲରେ ଜାମିନ ପରେ ବି ଘରକୁ ଫେରୁନାହାନ୍ତି ଜାବୀର । କାହିଁକି ମିଳୁନି ଠିକଣା? କିଏ ଦାୟୀ? ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରାଣାଙ୍କ ରିପୋର୍ଟ ।