ନବ ଦାସ ହତ୍ୟାକାଣ୍ଡ:‘ ଖୁବଶୀଘ୍ର ତଦନ୍ତର ପରବର୍ତ୍ତୀ ପ୍ରକ୍ରିୟା ନେଇ ନିଷ୍ପତ୍ତି ’
2025-01-23 0 Dailymotion
ପୂର୍ବ ସରକାରରେ ଭୟରେ ନବଙ୍କ ପରିବାର ସଦସ୍ୟ ମୁହଁ ଖୋଲିନଥିଲେ । ଏବେ ବିଭିନ୍ନ କଥା ପଦାକୁ ଆସୁଛି । ତଦନ୍ତର ପରବର୍ତ୍ତୀ ପ୍ରକ୍ରିୟା ନେଇ ସରକାର ନିଷ୍ପତ୍ତି ନେବେ କହିଲେ ଆଇନ ମନ୍ତ୍ରୀ