ବୁଢୀ ଠାକୁରାଣୀ ଯାତ୍ରାରେ 'ଜ୍ୱାଳାମୁଖୀ ରଥ', ୮୬ ବର୍ଷରେ ନିଆରା ପରମ୍ପରା
2025-04-22 198 Dailymotion
ବ୍ରହ୍ମପୁର ମା' ବୁଢୀ ଠାକୁରାଣୀ ଯାତ୍ରାରେ ଭିନ୍ନ ପରମ୍ପରା । ମାଆଙ୍କ ଉପସ୍ଥିତିରେ କାଳୁପାତ୍ର ସାହିରେ ଉନ୍ମୋଚିତ ହୁଏ ଜ୍ୱାଳାମୁଖୀ ରଥ । କ'ଣ ରହିଛି
ଇତିହାସ ଓ କିମ୍ବଦନ୍ତୀ ? ଜାଣନ୍ତୁ...