Random Video

ବାଉଁଶ ତିଆରି ସାମଗ୍ରୀରୁ ‘ଲକ୍ଷପତି ଦିଦି’, ଉପାୟ ବତାଇବ ମିଶନ ଶକ୍ତି

2025-04-22 1 Dailymotion

ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ବାଉଁଶରୁ ତିଆରି ସାମଗ୍ରୀ ମହିଳାଙ୍କୁ କରିବ ଲକ୍ଷପତି ଦିଦି । ଏଥିପାଇଁ ଚାଲିବ କାମ ।