Random Video

୯୦ ବର୍ଷରେ ଓଡ଼ିଆ ସିନେମା; ସେଲିବ୍ରେଟ କଲେ କଳାକାର, ସରକାରୀ ସ୍ତରରେ ପାଳନ ଦାବି

2025-04-29 1 Dailymotion

ଏପ୍ରିଲ 28ରେ ୯୦ ବର୍ଷରେ ପାଦ ଥାପିଲା ଓଡ଼ିଆ ସିନେମା । ଏହି ଦିନ ରିଲିଜ ହୋଇଥିଲା ପ୍ରଥମ ଓଡ଼ିଆ ସିନେମା 'ସୀତା ବିବାହ'। ଯାହାକୁ ଓଡ଼ିଆ ଚଳଚ୍ଚିତ୍ର ଦିବସ ଭାବେ ପାଳନ କରାଯାଉଛି