୧୯୭୧ ଯୁଦ୍ଧରେ କେମିତି ଧ୍ବଂସ ପାଇଥିଲା କରାଚୀ ବନ୍ଦର ? ଅନୁଭୂତି ବାଣ୍ଟିଲେ ପୂର୍ବତନ ନୌସେନା ଅଧିକାରୀ
2025-05-09 15 Dailymotion
'୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଓ କରାଚୀ ବନ୍ଦର ଧ୍ବଂସ କଥା ମନେ ପଡ଼ିଲେ ଶରୀର ଉଷ୍ମ ହୋଇଉଠେ '। ପୂର୍ବତନ ନୌସେନା ଅଧିକାରୀ ସନାତନ ସାହୁଙ୍କ ସହ ରାଧାକାନ୍ତ ମହାନ୍ତିଙ୍କ ଆଲୋଚନା ।