Random Video

'ଥରି ଉଠିବେ ଶୁଣିଲେ ୧୯୭୧ ଯୁଦ୍ଧଭୂମି କାହାଣୀ', ପୂର୍ବତନ ପାରାମିଲିଟାରୀ ମେଡିକାଲ DGଙ୍କ ସାକ୍ଷାତକାର

2025-05-12 31 Dailymotion

୧୯୭୧ ଯୁଦ୍ଧରେ ଆହତ ଯବାନଙ୍କୁ ଚିକିତ୍ସା ଯୋଗାଇଥିଲେ କାପ୍ଟେନ ରାଜେନ୍ଦ୍ର ନାଥ ସାମନ୍ତରାୟ । ଇଟିଭି ଭାରତ ସମ୍ବାଦଦାତା ତାପସ ପରିଡାଙ୍କ ଏହି ସାକ୍ଷାତକାର ।