Random Video

ଓଡ଼ିଶାରେ ଜଳ କଷ୍ଟ ନେଇ ଉଦବେଗ, ଉପାନ୍ତ ଅଞ୍ଚଳରେ ସମସ୍ୟା ଗମ୍ଭୀର

2025-05-14 13 Dailymotion

ଓଡ଼ିଶାର ଗ୍ରାମାଞ୍ଚଳରେ ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ହଜାର ହଜାର ପରିବାର। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସଞ୍ଜୀବ ରାଏଙ୍କ ରିପୋର୍ଟ।