ଓଡ଼ିଶା ପାଇଁ ଗୌରବ; କାନ୍ସରେ 'ବାଘୁଣୀ' ମୋଶନ ପୋଷ୍ଟର ଆଉଟ୍, ପ୍ରଥମ ଓଡ଼ିଆ ଫିଚର ଫିଲ୍ମ ଭାବେ ହେଲା ରିଲିଜ
2025-05-17 3 Dailymotion
ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ କାନ୍ସରେ ଓଡ଼ିଆ ଫିଲ୍ମ 'ବାଘୁଣୀ' ମୋଶନ ପୋଷ୍ଟର ରିଲିଜ । ଯାହା ପ୍ରଥମ ଓଡ଼ିଆ ଫିଚର ଫିଲ୍ମ ଭାବେ ଓଡ଼ିଶା ପାଇଁ ଗୌରବ ଆଣିଛି ।