Random Video

କୁହୁକ ବାଡ଼ି ! 20 ଇଞ୍ଚ ହାତକାଠି ତିଆରି କରୁଛି ଶ୍ରୀଜିଉଙ୍କ ବିଶାଳ ରଥ

2025-05-19 9 Dailymotion

ଇଞ୍ଚ କି ଫୁଟ ମାପରେ ହୁଏନି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ । ହାତକାଠି ମାପରେ ତିଆରି ହୁଏ ତିନି ଠାକୁରଙ୍କ ରଥ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ ।