Random Video

ପିଲାଙ୍କ ଠାରେ ମଧୁମେହକୁ ନେଇ CBSEର ଚିନ୍ତା, ସ୍କୁଲରେ ଗଠନ ହେବ ସୁଗାର ବୋର୍ଡ

2025-05-19 2 Dailymotion

ପିଲାଙ୍କ ସ୍ଵାସ୍ଥ୍ୟଗତ ସୁରକ୍ଷା ପାଇଁ ସିବିଏସଇ ସ୍କୁଲରେ ସୁଗର ବୋର୍ଡ ପ୍ରତିଷ୍ଠା କରାଯିବା ନେଇ ଯୋଜନା କରାଯାଉଛି।