ଭାଙ୍ଗିଥିଲେ ନବୀନ, ପୁନର୍ବାସ କରିବେ ମୋହନ; 19 ଭଙ୍ଗା ମଠର ପୁନର୍ବାସ କରାଯିବ: ଆଇନ ମନ୍ତ୍ରୀ
2025-05-23 4 Dailymotion
ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିଲା ମଠ ଓ ମନ୍ଦିରର ପୁନର୍ବାସ କରିବେ ମୋହନ ସରକାର । ମଠ ଗୁଡିକର ବିଜେସ୍ଥଳୀ ସ୍ଥାପିତ କରିବା ପାଇଁ ପୁରୀ ସହରରେ ଚିହ୍ନଟ ହୋଇଛି ଜାଗା ।