Random Video

ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କଲେ ASI ମହାନିର୍ଦ୍ଦେକ

2025-05-24 6 Dailymotion

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟା, ମନ୍ଦିରର ଭିତ୍ତିଭୂମିର ଅବସ୍ଥିତି ଓ ମନ୍ଦିର ସଂରକ୍ଷଣ ନେଇ ସମୀକ୍ଷା କଲେ ଏଏସଆଇ ମହାନିର୍ଦ୍ଦେକ  ଯଦୁବୀର ସିଂ ରାୱତ।