Random Video

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ, କଙ୍ଗାରୁ କୋର୍ଟରେ ଦେଲେ ଅକଥନୀୟ ନିର୍ଯାତନା

2025-05-25 155 Dailymotion

ସୀମା ଟପିଲା ଠିକାଦାରଙ୍କ ଦାଦାଗିରି । ବଲାଙ୍ଗୀରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ସହ କଙ୍ଗାରୁ କୋର୍ଟରେ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ।