ପ୍ରେମ ପରିଭାଷାକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଭାବାନ୍ତର'; ଟ୍ରେଲର ରିଲିଜ, ଏହି ଦିନ ପରଦାକୁ ଆସିବ
2025-05-26 1 Dailymotion
ପ୍ରେମ, ବିବାହ ଓ ପରିବାର ମଧ୍ୟରେ ଥିବା ଭାବର ଅନ୍ତରକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଭାବାନ୍ତର'। ଫିଲ୍ମର ଟ୍ରେଲର ଓ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମ କେବେ ରିଲିଜ ହେବ? ଜାଣନ୍ତୁ,