Random Video

ଆଜିଠୁ ଶୀତଳଷଷ୍ଠୀ, ପ୍ରଥମ ଦିନରେ ହେବ ପତରପେଣ୍ଡି ନୀତି, ଜାଣନ୍ତୁ ଏହା କଣ ?

2025-05-27 519 Dailymotion

ଆଜିଠୁ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ ।