ଶ୍ରୀମନ୍ଦିର ଶବ୍ଦାବଳୀର 'ପ୍ୟାଟେଣ୍ଟ' ଆଇନ ବିରୁଦ୍ଧ, ଶୃଙ୍ଖଳିତ ନୀତି ଓ ଦର୍ଶନ ପାଇଁ ଜଗନ୍ନାଥପ୍ରେମୀଙ୍କ ଦାବି
2025-05-27 5 Dailymotion
ଶ୍ରୀମନ୍ଦିରରେ ବ୍ୟବହୃତ ସ୍ବତନ୍ତ୍ର ଶବ୍ଦ ବାକ୍ୟର 'ସ୍ୱତ୍ୱାଧିକାର ତଥା ପ୍ୟାଟେଣ୍ଟ' ପ୍ରସ୍ତୁତ ନିଷ୍ପତ୍ତି ଆଇନ ବିରୁଦ୍ଧ । ଏହି ଭଳି ନିଷ୍ପତ୍ତିକୁ ଜଗନ୍ନାଥପ୍ରେମୀଙ୍କ ବିରୋଧ ।