Random Video

ଲୁଟ କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଯମୁନା ଗିରଫ

2025-05-28 3 Dailymotion

କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଘରେ ପସି ଲୁଟ୍ ସମୟରେ ଜଣେ ବୃଦ୍ଧାଙ୍କୁ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଯମୁନା ରାଉତକୁ ଗିରଫ କଲା କଟକ କମିଶନରେଟ ପୋଲିସ ।