Random Video

ରେଳ ଟନେଲ ଭୁଶୁଡିବା ଘଟଣା: ଦୁଇ ଦିନରେ ଦୁଇ ଅଘଟଣ, ଦାୟୀ କିଏ

2025-05-28 72 Dailymotion

ଆଢ଼େଣିଗଡ ରେଳ ଟନେଲ ଦୁଇଟି ସ୍ଥାନରେ ମାଟି ଧସିବା ଘଟଣା । ରେଳ ବିଭାଗ ଅବହେଳାକୁ ଦାୟୀ କଲେ ପିସିସି ସଭାପତି ଭକ୍ତ ଦାସ ।