Random Video

ସପ୍ତାହର ଏହି 3ଦିନ ସବୁଠୁ ଅଧିକ ସଡକ ଦୁର୍ଘଟଣା, ୬ ବର୍ଷରେ ଯାଇଛି ୩୨, ୫୦୦ ଜୀବନ

2025-05-29 3 Dailymotion

ସନ୍ଧ୍ୟା ସମୟରେ ଘଟୁଛି ଅଧିକ ସଡକ ଦୁର୍ଘଟଣା । ବାଇକ ବାଇକ ମଧ୍ୟରେ ଅଧିକ ଦୁର୍ଘଟଣା ଓ ନିଶା ସେବନ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।