Random Video

ଶୁଆକାଟୀ ପଞ୍ଚାୟତକୁ ଜାତୀୟ ଜୁରି ପୁରସ୍କାର, ଟ୍ବିଟ କରି ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

2025-05-29 218 Dailymotion

ଇ-ଗଭର୍ଣ୍ଣାନ୍ସ ପ୍ରଣୟନରେ ଉତ୍କର୍ଷତା ଲାଗି କେନ୍ଦୁଝର ଶୁଆକାଟୀ ପଞ୍ଚାୟତ ୨୨ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର (NAeG) ଜାତୀୟ ଜୁରି ପୁରସ୍କାର ହାସଲ କରିଛି ।