ସମ୍ବଲପୁର ଶୀତଳଷଷ୍ଠୀ; ସମସ୍ତ ଯାତ୍ରା କମିଟିର ପତରପେଣ୍ଡି ନୀତି ସମ୍ପନ୍ନ, ପାର୍ବତୀଙ୍କ କନ୍ୟାଦାନ କରିବେ ରାଜସ୍ବ ମନ୍ତ୍ରୀ
2025-05-30 18 Dailymotion
ଝାଡୁଆପଡା ଅରଣ୍ୟକ ଶୀତଳଷଷ୍ଠୀ ଯାତ୍ରାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କର ଧର୍ମପତ୍ନୀ ମାତା ପାର୍ବତୀଙ୍କ ପିତା ମାତା ହେବାର ସୌଭାଗ୍ୟ ପାଇଛନ୍ତି ।