Random Video

ବ୍ରହ୍ମପୁର ପୋଲିସର ସ୍ପେଶାଲ ଡ୍ରାଇଭ: ଦୁଇ ଥାନା ଅଞ୍ଚଳରୁ ପୁଣି 5 ପିସ୍ତଲ ସହ 7 ଗିରଫ

2025-06-01 3 Dailymotion

ଆକ୍ସନ ମୋଡ଼ରେ ଗଞ୍ଜାମ ପୋଲିସ । ଜିଲ୍ଲାରେ ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ଚାଲିଛି ସ୍ପେଶାଲ ଡ୍ରାଇଭ । ପୁଣି 5 ପିସ୍ତଲ ସହ 7 ଅପରାଧୀ ଗିରଫ ।