Random Video

ଷ୍ଟେଟ କ୍ଲିନ ଏୟାର ପ୍ରୋଗ୍ରାମ ଆରମ୍ଭ, ଚଳିତ ବର୍ଷ ହେବ ୭.୫ କୋଟି ବୃକ୍ଷରୋପଣ

2025-06-05 8 Dailymotion

ଚଳିତ ବର୍ଷ ୭.୫ କୋଟି ହେବ ବୃକ୍ଷ ରୋପଣ । ପିକନିକ୍ ସ୍ପଟ୍କୁ କରାଯିବ ପ୍ଲାଷ୍ଟିକ ମୁକ୍ତ । ବଜାର ଛକ ସ୍ଥାନରେ ରହିବ ବ୍ୟାଗ ମେସିନ ।