Random Video

ରାଜ୍ୟରେ 100 ରୁ 150 ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ: ମନ୍ତ୍ରୀ ରବି ନାୟକ

2025-06-09 3 Dailymotion

ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁକୁ ମହାପୁରୁଷ ଆଦର୍ଶ ଗାଁ କରିବ ପଞ୍ଚାୟତିରାଜ ବିଭାଗ । ଏନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ