Random Video

ପରକୀୟା ପ୍ରୀତି ହେଲା କାଳ, ସ୍ତ୍ରୀକୁ ମାରି ଜୀବନ ହାରିଲା ସ୍ବାମୀ

2025-06-10 3 Dailymotion

ଗଜପତିରେ ପରକୀୟା ପ୍ରୀତି ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଜୀବନ ହାରିଲା ସ୍ବାମୀ । ମୃତ୍ୟୁ ପୂର୍ବରୁ ସ୍ବାମୀର ଭିଡ଼ିଓ ଭାଇରାଲ ।