Random Video

ଓଡିଶା ଇତିହାସରେ ପ୍ରଥମ; ବର୍ଷକ ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ, 'ଇଚ୍ଛା ଶକ୍ତି ଥିଲେ 24 ବର୍ଷ ନୁହେଁ, 24 ମିନିଟ ଯଥେଷ୍ଟ'

2025-06-10 3 Dailymotion

ମୁଖ୍ୟମନ୍ତ୍ରୀ ୧୦ ଟି ବିନ୍ଦୁ ଉପରେ ସରକାରଙ୍କ ସଫଳତାର ଶ୍ୱେତପତ୍ର ଜାରି କରିଛନ୍ତି । ଇଚ୍ଛା ଶକ୍ତି ଥିଲେ ୨୪ ବର୍ଷ ନୁହେଁ, ୨୪ ମିନିଟ ଯଥେଷ୍ଟ କହିଲେ ମୁଖ୍ୟମନ୍ତ୍ରୀ ।