Random Video

ମିଡ଼ ନାଇଟରେ ମୁକ୍ତିଲାଭ କଲା ବାବୁସାନଙ୍କ ଫିଲ୍ମ 'ବୋଉ ବୁଟୁ ଭୂତ', ହାଉସଫୁଲ ଶୋ'

2025-06-12 18 Dailymotion

ପରଦାକୁ ଆସିଲା ବାବୁସାନ ମହାନ୍ତିଙ୍କ ଫିଲ୍ମ 'ବୋଉ ବୁଟୁ ଭୂତ' । ଏହା ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ମଧ୍ୟରାତ୍ରିରେ ରିଲିଜ ହୋଇଛି । ଦର୍ଶକଙ୍କ ଜମିଥିଲା ଭିଡ଼ ।