Random Video

ଯାଜପୁରରେ ଅଣାୟତ ଡାଇରିଆ: ହସ୍ପିଟାଲରେ ବଢିଲା ଶଯ୍ୟା ସଂଖ୍ୟା, ଘରଘର ବୁଲି ପରୀକ୍ଷା

2025-06-12 7 Dailymotion

ଧର୍ମଶାଳା ଓ ଯାଜପୁର ମେଡିକାଲ କଲେଜ ହସ୍ପିଟାଲରେ ୧୦୦ ଲେଖାଏଁ ବେଡ଼ ଥିବାବେଳେ ଏହାକୁ ୨୦୦ କୁ ବୃଦ୍ଧି କରାଯାଇଛି।