Random Video

ରଜରେ ଭିଜିବ ଓଡିଶା, ସାତ ଦିନ ବର୍ଷା ଖସିବ ତାପମାତ୍ରା

2025-06-13 0 Dailymotion

ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ । ଆଗାମୀ ସାତ ଦିନ ପାଇଁ ବର୍ଷା ଜାରି ରହିବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ ।