1 କୋଟି ପାର୍ କଲା 'ଅନନ୍ତା'; ଫିଲ୍ମ ଦେଖି ଭାବବିହ୍ୱଳ ଦର୍ଶକ, ଟାଇଟଲ୍ ନେଇ ମନର କଥା କହିଲେ ସବ୍ୟସାଚୀ
2025-06-17 6 Dailymotion
ମନ ଜିତୁଛି 'ଅନନ୍ତା' । ୧ କୋଟିରୁ ଅଧିକ କଲାଣି ଆୟ। 'ଅନନ୍ତା' ନା 'ରାଣ୍ଡୀ ପୁଅ ଅନନ୍ତା' ଫିଲ୍ମ ନା କ'ଣ ହୋଇଥିଲେ ଖୁସିଥାନ୍ତେ ସବ୍ୟସାଚୀ। ଇଟିଭି ଭାରତକୁ କହିଲେ ମନର କଥା..