Random Video

Rain Alert: ୨୬ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା, ବଜ୍ରପାତ ପାଇଁ ୱାର୍ଣ୍ଣଂ ଜାରି

2025-06-20 11 Dailymotion

ସାରା ରାଜ୍ୟରେ ବର୍ଷାର ପରିମାଣ ବଢିବ । 26 ତାରିଖ ଯାଏଁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ୱାର୍ଣ୍ଣିଂ ଜାରି ।