ରିୟଲ ରୁ ରିଲ୍ 'ବୋଉ'; 'ଅନନ୍ତା' ସହ ଓଲିଉଡରେ ଡେବ୍ୟୁ, କେମିତି ଥିଲା ଜ୍ୟୋର୍ତିମୟୀଙ୍କ ଯାତ୍ରା ଜାଣନ୍ତୁ
2025-06-24 75 Dailymotion
ପ୍ରତିଭାର ପାଦକୁ ରୋକିପାରେନି ବୟସ । ୫୨ବର୍ଷରେ ଓଲିଉଡରେ ଡେବ୍ୟୁ କରି ଦର୍ଶକଙ୍କ ମନ ଜିଣିଛନ୍ତି 'ଅନନ୍ତା' ବୋଉ ଜ୍ୟୋର୍ତିମୟୀ ପଣ୍ଡା । କେମିତି ପାଇଥିଲେ ସୁଯୋଗ ଇଟିଭି ଭାରତରେ ଜ୍ୟୋର୍ତିମୟୀଙ୍କ ଖୁଲାସା..